ଟାଙ୍ଗିଆପଡ଼ାରେ ୧୪୯୮ ଏକରରେ ହେବ ବିମାନବନ୍ଦର : ୪୧୦୬ ଜଣ ପ୍ରଭାବିତ ହେବେ; ଉତ୍ସାହ ଯେତିକି, ଆଶଙ୍କା ସେତିକି

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକର ଟାଙ୍ଗିଆପଡ଼ାଠାରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରାଯିବ। ଏଥିପାଇଁ ବେସରକାରୀ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଟ୍ଵିଟ୍‌ ଯୋଗେ ସୂଚନା ଦିଆଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ତେବେ ଭିଟାମାଟି ହରାଇବା ଆଶଙ୍କାରେ କେତେକ ଗ୍ରାମବାସୀ ମଧ୍ୟ ଆଶଙ୍କାରେ ରହିଛନ୍ତି। ଭବିଷ୍ୟତରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ହେବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ … Continue reading ଟାଙ୍ଗିଆପଡ଼ାରେ ୧୪୯୮ ଏକରରେ ହେବ ବିମାନବନ୍ଦର : ୪୧୦୬ ଜଣ ପ୍ରଭାବିତ ହେବେ; ଉତ୍ସାହ ଯେତିକି, ଆଶଙ୍କା ସେତିକି